Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା AIIMSର ୩୮୪ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ
  • ||
  • ବିଧାୟକ ନରସିଂହ ମିଶ୍ରଙ୍କୁ କରୋନା, ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • କରୋନାକୁ ମାତ୍‌ ଦେଲେ ୨୦୦୯ ଆକ୍ରାନ୍ତ
  • ||
  • ସୁଧୁରୁନି କରୋନା ସ୍ଥିତି, ଆଜି ଭୁବନେଶ୍ଵରରୁ ଚିହ୍ନଟ ହେଲେ ୪୭୬ ପଜିଟିଭ୍
  • ||
  • ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସବୁ ଧର୍ମାନୁଷ୍ଠାନରେ କଟକଣା, କେବଳ ପୂଜକ ହିଁ କରିପାରିବେ ପୂଜାର୍ଚ୍ଚନା
  • ||
  • ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା, କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା
  • ||
  • ବଲାଙ୍ଗୀର : କରୋନା ସଂକ୍ରମଣ ରୋକିବାରେ ପୋଲିସ-ଜନତାଙ୍କ ସହଭାଗିତା ରହୁ : ଡିଜି ଅଭୟ
  • ||
  • ମାଲକାନଗିରି : ନାରାୟଣପୁରରେ ପୁଣି ମାଓ ହିଂସା, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର
  • ||
  • ପୁରୀ : ଗଠନ ହେଲା ୭ଜଣିଆ ସେବାୟତ କମିଟି, କିଏ ଟିକା ନେଇଛି, କିଏ ନେବ, କାହାର ସ୍ବାସ୍ଥ୍ୟ କିପରି ଅଛି ହେବ ତଦାରଖ
  • ||
  • କେନ୍ଦୁଝର : ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ହାଇୱା, ଘଟଣାସ୍ଥଳରେ ମୃତ୍ୟୁ
  • ||

ମିଳିଲା ନିଖୋଜ ଥିବା ୫ବର୍ଷ ପୁଅର ଶବ

28/10/2019 at 3:26 PM

ବାଲେଶ୍ବର ୨୮/୧୦: ଗତକାଲି ବାପା ୫ବର୍ଷର ପୁଅକୁ କାନ୍ଧରେ ନେଇ ଯାଉଥିବାବେଳେ ପୋଲ ତଳକୁ ଖସି ପ୍ରଖର ନଦୀ ସ୍ରୋତରେ ଭାସି ଯାଇଥିଲେ। ବାପ ଅଇରୀ ମୁଣ୍ଡା ଉଦ୍ଧାର ହୋଇଥିବାବେଳେ ୫ବର୍ଷର ପୁଅ ବାପୁନ ନିଖୋଜ ଥିଲେ। ୧୮ ଘଣ୍ଟା ପରେ ବାପୁନର ଶବ  ପିତାକାଳିଆ ନଦୀର ଆଗିରିଆରୁ ମିଳିଲା।

  ଘଟଣାସ୍ଥଳରୁ ୨ କିଲୋମିଟର ଦୂରରୁ ମିଳିଲା ଶବ। ନଦୀର ବୁଦା ମୂଳେ ଲାଗିଥିଲା ବାପୁନର ଶବ। ଗାଁ ଲୋକେ ଦେଖି ଏନଡିଆର ଟିମକୁ ଦେଇଥିଲେ ଖବର। ବାପୁନ ଶବ ନିଖୋଜ ପରେ ଉତ୍ତେଜିତ ଗାଁର ମହିଳା ତିନିଟି ମଦ ଦୋକାନକୁ ଭଙ୍ଗାରୁଜା କରି ନଦୀରେ ସାମଗ୍ରୀ ଫୋପାଡି ଦେବା ସହିତ ମଦ ଦୋକାନରେ ନିଆଁ ଲଗାଇ ଦେଇଥିଲେ।

   Related Posts