Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ଏହି ଅଭିନେତାଙ୍କ ସହ ଫିଲ୍ମ କରିବେ ମାନୁଷୀ ଛିଲ୍ଲାର : ଜାଣନ୍ତୁ କିଏ

10/05/2019 at 12:26 PM

ମୁମ୍ବାଇ ୧୦/୫: ୨୦୧୭ମସିହାରେ ମିସ ଓ୍ବାଲର୍ଡ଼ ହୋଇଥିବା ମାନୁଷୀ ଛିଲ୍ଲାର ଖୁବ୍ ଶୀଘ୍ର ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଗତ କିଛି ଦିନ ହେବ ମାନୁଷୀ ଛିଲ୍ଲାରଙ୍କ ବଲିଉଡ ଡେବ୍ୟୁକୁ ନେଇ ବିଭିନ୍ନ ପ୍ରକାର ଖବର ସାମନାକୁ ଆସୁଛି। କିନ୍ତୁ ଏହା ସ୍ପଷ୍ଟ ହୋଇପାରିନାହିଁ ଯେ ସେ କେଉଁ ଫିଲ୍ମରେ ଏବଂ କାହା ସହ ଡେବ୍ୟୁ କରିବେ।

କିଛି ଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ ସେ ଅଭିନେତା ରଣବୀର ସିଂହଙ୍କ ସହ ବଲିଉଡରେ ଏଣ୍ଟ୍ରି କରିବେ। କିନ୍ତୁ ଏପରି ହେବ ନାହିଁ,ମାନୁଷୀ ଛିଲ୍ଲାର ବଲିଉଡର ଖିଲାଡ଼ି ଅକ୍ଷୟ କୁମାରଙ୍କ ସହ ଏଣ୍ଟ୍ରି କରିବେ।

ମାନୁଷୀ ଛିଲ୍ଲାର ଅକ୍ଷୟ କୁମାରଙ୍କ ସହ ପୃଥ୍ବୀରାଜ ସିଂହଙ୍କ ବାୟୋପିକରେ ନଜର ଆସିବେ। ଏହି ଫିଲ୍ମର ନିଦ୍ଦେଶନା ଚନ୍ଦ୍ର ପ୍ରକାଶ ଦ୍ବିବେଦୀ ଦେଉଥିବାବେଳେ ୟଶରାଜ ଫିଲ୍ମସ ଏହାର ପ୍ରଡକ୍ସନ କରିବ। ସେ ଅକ୍ଷୟ କୁମାରଙ୍କ ବିପକ୍ଷରେ ତାଙ୍କ ପ୍ରେମିକା ସଂଯୁକ୍ତା ଭୂମିକାରେ ଅଭିନୟ କରିବେ। କିନ୍ତୁ ୟଶରାଜ ବ୍ୟାନର ପକ୍ଷରୁ କୈାଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ।

   Related Posts