Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବାପା ଇଣ୍ଡୋ – କାରେବିଆନ୍‌, ମାଆ ଜାମାଇକାନ୍‌:ଝିଅ ମିସ୍‌ ଓ୍ୱାର୍ଲଡ୍‌

15/12/2019 at 9:44 PM

ଲଣ୍ଡନ ୧୫।୧୨ – ୨୦୧୯ ପାଇଁ ବିଶ୍ବ ସୁନ୍ଦରୀ ହୋଇଛନ୍ତି ଜାମାଇକାର ଟୋନି-ଆନ୍ ସିଂହ । ଲଣ୍ଡନରେ ଆୟୋଜିତ ଉତ୍ସବରେ ଟୋନି-ଆନ୍ ପିନ୍ଧିଛନ୍ତି ମିସ୍ ୱାର୍ଲଡ ମୁକୁଟ ।

୨୦୧୮ର ବିଶ୍ବ ସୁନ୍ଦରୀ ମିସ୍ ମେସ୍କିକୋଙ୍କ ଠାରୁ କ୍ରାଉନ୍ ଗ୍ରହଣ କରିଛନ୍ତି ଚଳିତ ବର୍ଷର ବିଶ୍ବ ସୁନ୍ଦରୀ ମିସ୍ ଜାମାଇକା ।

ଟୋନି ଆନ ସିଂଙ୍କ ଜନ୍ମ ଜାମାଇକାରେ । ଟୋନିଙ୍କ ମାଆ ଜାମାଇକାର ମୂଳ ଅଧିବାସୀ ହୋଇଥିବା ବେଳେ ବାପା ବ୍ରାଡସ ସିଂ ହେଉଛନ୍ତି ଇଣ୍ଡୋ-କାରାବିଆନ୍ ।

୯ବର୍ଷ ବୟସରେ ପରିବାର ସହ ସେ ଆମେରିକା ଚାଲି ଯାଇଥିଲେ । ୨୩ବର୍ଷ ବୟସରେ ଫ୍ଲୋରିଡା ଷ୍ଟେଟ ୟୁନିଭରସିଟିରୁ ଓମେନ୍ ଷ୍ଟଡିଜ୍ ଏବଂ ମନସ୍ତତ୍ବବିଜ୍ଞାନରେ ସ୍ନାତକ ହାସଲ କରିଛନ୍ତି ।

   Related Posts