ବାପା ଇଣ୍ଡୋ - କାରେବିଆନ୍‌, ମାଆ ଜାମାଇକାନ୍‌:ଝିଅ ମିସ୍‌ ଓ୍ୱାର୍ଲଡ୍‌

Published By : Prameya-News7 Bureau | December 15, 2019 IST

ଲଣ୍ଡନ ୧୫।୧୨ - ୨୦୧୯ ପାଇଁ ବିଶ୍ବ ସୁନ୍ଦରୀ ହୋଇଛନ୍ତି ଜାମାଇକାର ଟୋନି-ଆନ୍ ସିଂହ । ଲଣ୍ଡନରେ ଆୟୋଜିତ ଉତ୍ସବରେ ଟୋନି-ଆନ୍ ପିନ୍ଧିଛନ୍ତି ମିସ୍ ୱାର୍ଲଡ ମୁକୁଟ ।

wp:core-embed/twitter {"url":"https://twitter.com/MissWorldLtd/status/1205942754775326720","type":"rich","providerNameSlug":"twitter","className":""}
https://twitter.com/MissWorldLtd/status/1205942754775326720
/wp:core-embed/twitter

୨୦୧୮ର ବିଶ୍ବ ସୁନ୍ଦରୀ ମିସ୍ ମେସ୍କିକୋଙ୍କ ଠାରୁ କ୍ରାଉନ୍ ଗ୍ରହଣ କରିଛନ୍ତି ଚଳିତ ବର୍ଷର ବିଶ୍ବ ସୁନ୍ଦରୀ ମିସ୍ ଜାମାଇକା ।

{"id":198195,"sizeSlug":"large"}

ଟୋନି ଆନ ସିଂଙ୍କ ଜନ୍ମ ଜାମାଇକାରେ । ଟୋନିଙ୍କ ମାଆ ଜାମାଇକାର ମୂଳ ଅଧିବାସୀ ହୋଇଥିବା ବେଳେ ବାପା ବ୍ରାଡସ ସିଂ ହେଉଛନ୍ତି ଇଣ୍ଡୋ-କାରାବିଆନ୍ ।

{"id":198196,"width":574,"height":413,"sizeSlug":"large"}

୯ବର୍ଷ ବୟସରେ ପରିବାର ସହ ସେ ଆମେରିକା ଚାଲି ଯାଇଥିଲେ । ୨୩ବର୍ଷ ବୟସରେ ଫ୍ଲୋରିଡା ଷ୍ଟେଟ ୟୁନିଭରସିଟିରୁ ଓମେନ୍ ଷ୍ଟଡିଜ୍ ଏବଂ ମନସ୍ତତ୍ବବିଜ୍ଞାନରେ ସ୍ନାତକ ହାସଲ କରିଛନ୍ତି ।

wp:core-embed/twitter {"url":"https://twitter.com/piersmorgan/status/1205869744622129152","type":"rich","providerNameSlug":"twitter","className":""}
https://twitter.com/piersmorgan/status/1205869744622129152
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.