ଜୁଇ ନିଆଁ ଲାଗି ପୋଡି ତିନି ଆହତ,ଜଣେ ଗୁରୁତର
29/06/2018 at 6:07 AM

ଜୁଇ ନିଆଁ ଲାଗି ପୋଡି ୩ ଆହତ, ଜଣେ ଗୁରୁତର । ନୟାଗଡ ଓଡ଼ଗାଁ ମାଣିକପାଟଣା ଫାଣ୍ଡିସାହି ଶ୍ମଶାନରେ ଅଘଟଣ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ୨ ଜଣ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଛନ୍ତି । ଜୁଇରେ କିରୋସିନ ଢ଼ାଳିବା ବେଳେ ୪ ଜଣ ଆହତ ହେ।ଇଛନ୍ତି ।