କଳାହାଣ୍ଡିରେ ଏଟିଏମ୍ ଭାଙ୍ଗି ମେସିନ୍ ଉଠାଇ ନେଲେ ଦୁର୍ବୃତ୍ତ

Published By : Prameya-News7 Bureau | February 05, 2019 IST

କଳାହାଣ୍ଡି ୫|୧: କଳାହାଣ୍ଡିରେ ଏଟିଏମ୍ ଭାଙ୍ଗି ମେସିନ୍ ଉଠାଇ ନେଲେ ଦୁର୍ବୃତ୍ତ । କଳାହାଣ୍ଡି ଚାରିଛକ ସ୍ଥିତ ଆଇଓବି (ଆଇଓବି) ଏଟିଏମକୁ ଗ୍ୟାସ୍ କଟରରେ କାଟି ମେସିନ୍ ଉଠାଇ ନେଇଛନ୍ତି ଦୁର୍ବୃତ୍ତ । ସେହିପରି ବସ୍ତିପଡା ସ୍ଥିତ ଏସବିଆଇ ଏଟିଏମରୁ ଲୁଟ୍ ଉଦ୍ୟମ କରିଛନ୍ତି । ସମସ୍ତ ଲୁଟେରା ଛତିଶଗଡର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.