କାର୍ ପୋଡି ଦେଲେ ଦୁର୍ବୃତ୍ତ, ମାଓବାଦୀଙ୍କ ହାତ ଥିବା ସନ୍ଦେହ

Published By : Prameya-News7 Bureau | June 18, 2019 IST

ଭଞ୍ଜନଗର ୧୮|୬: ଅଜଣା କାର୍‌କୁ ଜାଳିଦେଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ବୋରଦା ନିକଟରେ କାର୍‌ଟିକୁ ପୋଡି ଦେଇଛନ୍ତି ଦୁର୍ବୃତ୍ତ । ତେବେ ଗାଡିଟି କାହାର ଏବଂ କାହିଁକି କିଏ ଗାଡିଟିକୁ ପୋଡିଛି ତାହା ସ୍ପଷ୍ଟ ଜଣାପଡିନାହିଁ ।

{"id":124222}

ତେବେ ଗାଡି ପୋଡି ପଛରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ବଡଗଡ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.