ବନ୍ଧୁକ ମୁନରେ ଲୁଟ୍, ଗୋଦାମ ମାଲିକଙ୍କଠାରୁ ୧୦ଲକ୍ଷ ଟଙ୍କା ଲୁଟିନେଲେ ମୁଖାପିନ୍ଧା ଦୁର୍ବୃତ୍ତ

Published By : Prameya-News7 Bureau | December 12, 2019 IST

ଝାରସୁଗୁଡା ୧୨।୧୨: ଦିନ ଦ୍ବିପ୍ରହରରେ ବନ୍ଧୁକ ଦେଖାଇ ଲୁଟ୍ । ଗୋଦାମ ମାଲିକଙ୍କ ଠାରୁ ପ୍ରାୟ ୧୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଝାରସୁଗୁଡା ସହରର ସରବାହଲ ବାଇପାସ ନିକଟରେ ଥିବା କେଡ଼ିଆ ଗୋଦାମରୁ ହୋଇଛି ଲୁଟ୍ ହୋଇଛି । ଦୁଇ ଜଣ ଅଜଣା ମୁଖା ପିନ୍ଧା ଯୁବକ ବାଇକରେ ଆସି ଲୁଟି ନେଇଛନ୍ତି ଟଙ୍କା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.