Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କବାଟ ଖୋଲା ରଖି ଶୋଇଗଲେ, ଲକ୍ଷାଧିକ ଟଙ୍କାର ଗହଣା ନେଇ ପଳାଇଲେ ଚୋର

2/06/2021 at 2:50 PM

ରାଇରଙ୍ଗପୁର ୨।୬: ସାମନ୍ୟ ଅସାବଧାନତା ଯୋଗୁଁ ଲକ୍ଷାଧିକ ଟଙ୍କାର ଗହଣା ହୋଇଗଲା ଚୋରୀ । ଏଭଳି ଘଟଣା ଘଟିଛି ରାଇରଙ୍ଗପୁର ୧୦ ନମ୍ବର ୱାର୍ଡର ଉଁଳାଡୁବା କଲୋନୀରେ । ପୌରପାଳିକାର କର୍ମଚାରୀ ଭାଗିରଥୀ ସେଠୀ ଓ ତାଙ୍କ ପରିବାର ଗତ ରାତିରେ ଶୋଇବା ପୂର୍ବରୁ ଘରର କବାଟ ବନ୍ଦ କରିବାକୁ ଭୁଲି ଯାଇଥିଲେ । ଏହାର ସୁଯୋଗରେ ଚୋର ଘରେ ପଶି ଦୁଇଟି ସୁନା ହାର, କାନଫୁଲ ସମେତ ଲକ୍ଷାଧିକ ଟଙ୍କାର ଗହଣା ନେଇ ଚମ୍ପଟ ମାରିଛି ।

ପୋଲିସ ଲିଖିତ ଅଭିଯୋଗ କ୍ରମେ ୧୦୬/୨୧ ରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ଉଲ୍ଲେଖ ଥାଉ କି ଲକଡାଉନ୍ ଓ ସଟଡାଉନ୍ ସମୟରେ ରାଇରଙ୍ଗପୁର ଅଞ୍ଚଳରେ ଚୋରି ଘଟଣା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ।

   Related Posts