Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଯାଜପୁରରେ କଳା ପଲସର ଆତଙ୍କ, ଝାମ୍ପିନେଲେ ଅଳଙ୍କାର ବ୍ୟାଗ୍

2/08/2019 at 5:35 PM

ଯାଜପୁର ୨|୮: ଯାଜପୁରରେ କଳା ପଲସର ଆତଙ୍କ । ବିରଜାହଟ ପଣ୍ଡା ଜୁଏଲରୀ ମାଲିକ ଦୋକାନ ଖୋଲୁଥିବା ସମୟରେ କଳା ପଲସରରେ ଦୁଇ ଜଣ ଆସି ଝାମ୍ପି ନେଲେ ସୁନା ରୁପା ଅଳଙ୍କାର ଥିବା ବ୍ୟାଗ୍ । ଦୋକାନୀଙ୍କ କହିବା ଅନୁସାରେ ବ୍ୟାଗରେ ୫୧୦ଗ୍ରାମ ସୁନା ଓ ୨କେଜି ୧୦୦ଗ୍ରାମ ରୁପା ଅଳଙ୍କାର ଥିଲା । ଯାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts