Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

ପୋଲିସ ନାଁରେ ମହିଳାଙ୍କଠାରୁ ଲୁଟ୍, ସିସିଟିଭିରେ କଏଦ ଲୁଟ୍‌ର ଦୃଶ୍ୟ

23/09/2019 at 4:40 PM

କଟକ ୨୩।୯: ପୋଲିସ ନାଁରେ ଆସି ମହିଳାଙ୍କଠାରୁ ଲୁଟି ନେଲେ ସୁନା ହାର ଓ ସୁନା ଚୁଡି । ମହାନଦୀବିହାର ଅଞ୍ଚଳର ବାସିନ୍ଦା ଜଣେ ମହିଳାଙ୍କ ଠାରୁ ଲୁଟି ନେଲେ ଅଳଙ୍କାର । ମହିଳା ଜଣଙ୍କ ନିଜ ଘରୁ ବାହାରି ମଙ୍ଗଳା ମନ୍ଦିର ଯିବା ରାସ୍ତା ଉପରେ ଜଣେ ଯୁବକ ମହିଳା ଜଣଙ୍କୁ ଅଟକାଇ ଆଗରେ ଥାନା ବଡ ବାବୁ ଡାକୁଛନ୍ତି ବୋଲି କହିଥିଲେ । ମହିଳା ଜଣଙ୍କ ପ୍ରଥମେ ରାଜି ହୋଇ ନଥିଲେ ହେଲେ ଯୁବକଙ୍କ କଥାରେ ଥାନା ବଡ ବାବୁଙ୍କ ପାଖକୁ ଯିବା ସମୟରେ ଯୁବକ ଜଣଙ୍କ ମହିଳାଙ୍କୁ କହିଥିଲେ ଆଗରେ ତଣ୍ଟି କାଟି ଲୁଟ୍ କରି ନେଇ ଯାଉଛନ୍ତି ଅଳଙ୍କାର ମୋତେ ଦେଇ ଦିଅନ୍ତୁ ମୁଁ ରଖିଛି । ମହିଳା ପ୍ରଥମେ ଅରାଜି ହୋଇଥିଲେ ବି ପରେ ବ୍ୟାଗରେ ରଖି ଦେଇଥିଲେ ଏହାପରେ ଉଭୟ ଅଳଙ୍କାର ନେଇ ଯୁବକ ଫେରାର ହୋଇଯାଇଥିଲେ । ଆଉ ଏ ସବୁ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା । ଏହାପରେ ମହିଳା ଜଣଙ୍କ ଥାନାରେ ଏତଲା ଦେଇଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା କହିଛନ୍ତି ଡିସିପି ।

   Related Posts