Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଭରିଏ ସୁନା ଓ ଦେଢ ଲକ୍ଷ ଟଙ୍କା ଭର୍ତ୍ତି ବାକ୍ସ ନେଇ ପଳାଇଲେ ଲୁଟେରା

6/10/2020 at 3:25 PM

ଭଦ୍ରକ ୬।୧୦: ଘର ତାଲା ଭାଙ୍ଗି କଳାକନା ବୁଲାଇଲେ ଚୋର । ଘର ତାଲା ଭାଙ୍ଗି ଲୁଟି ନେଲେ ନଗଦ ଟଙ୍କା ସହ ସୁନା ଗହଣା । ଏଭଳି ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବିଶାଣିଖରିଦା ଗ୍ରାମରେ ।

ଗାଁର ନାରାୟଣ ଗିରିଙ୍କ  ଘରେ ସମସ୍ତେ ଶୋଇଥିବା ସମୟରେ ଚୋରମାନେ ତାଲା ଭାଙ୍ଗି ଘର ଭିତରେ ଥିବା ବାକ୍ସକୁ ନେଇ ପଳାଇଯାଇଥିଲେ ।  ଠାକୁରଙ୍କ ଘର ତାଲା ପଡିଥିଲା । ଏହି ଠାକୁରଙ୍କ ଘରେ ଏକ ଟ୍ରଙ୍କରେ ନଗଦ ଲକ୍ଷାଧିକ ଟଙ୍କା ଓ କିଛି ଗହଣା ଥିଲା । 

ଘରେ ଥିବା ନଗଦ  ୧  ଲକ୍ଷ ୭୦ ହଜାର ଟଙ୍କା ଓ ୧ ଭରି ସୁନା ଲୁଟ୍ ନେଇ ଥାନାରେ ଅଭିଯୋଗ  କରିଛନ୍ତି  ପରିବାର ଲୋକ ।  ଘରଠାରୁ ଅଳ୍ପ ଦୂରରେ ମିଳିଲା ଚୋରି ହୋଇଥିବା ବାକ୍ସ ।  କିନ୍ତୁ ସେହି ବାକ୍ସରେ କେବଳ କିଛି କାଗଜପତ୍ର ଛଡା ଆଉ କିଛି ନଥିବା ଜଣାପଡିଛି ।  ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts