ମନ୍ଦିରରୁ ସୁନା ଓ ରୂପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
12/01/2020 at 2:33 PM

ବ୍ରହ୍ମପୁର ୧୨|୧: ବ୍ରହ୍ମପୁର ଉପକଣ୍ଠ ଆମ୍ବପୁଆ କାଳୀ ମନ୍ଦିରରୁ ଚୋରି । ଦୁର୍ବୃତ୍ତ ଲୁଟିନେଲେ ଠାକୁରଙ୍କ ସୁନା, ରୂପା ଅଳଙ୍କାର ସହ ଅନ୍ୟାନ୍ୟ ସାମଗ୍ରୀ । ମନ୍ଦିର କବାଟ ଭାଙ୍ଗି ଦୁର୍ବୃତ୍ତ ଲୁଟି ନେଇଥିବା ସନ୍ଦେହ କରାଯାଉଛି । ଗୋପାଳପୁର ପୋଲିସ ଲୁଟ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନୁସନ୍ଧାନୀ କୁକୁର ସାହାର୍ଯ୍ୟରେ ପୋଲିସ ତଦନ୍ତ କରୁଛି । ଏପର୍ଯ୍ୟନ୍ତ ଲୁଟେରାଙ୍କ ପତ୍ତା ମିଳିନାହିଁ ।
Related Posts
ମହିଳାଙ୍କ ଗଳାକାଟି ହତ୍ୟା, ତା ପରେ ଲୁଟ୍…
23 January 2021