ଏସ୍‌ବିଆଇ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟିନେଲେ ଲୁଟେରା

Published By : Prameya-News7 Bureau | October 01, 2019 IST

ଯାଜପୁର ୧|୧୦:  ଯାଜପୁର ଟାଉନ୍ ସ୍ଥିତ ଅମ୍ବିକାଇ ଛକରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ ଭାଙ୍ଗି ଲୁଟିନେଲେ ଲୁଟେରା । ଏଟିଏମ୍ ରୁ ମୋଟ୍ ୨୫, ୨୭, ୬୦୦ ଟଙ୍କା ଲୁଟ୍ ହୋଇଥିବା ଜଣାପଡିଛି ।   ଘଟଣାସ୍ଥଳରେ ଯାଜପୁର ଏସପି ଚରଣ ସିଂ ମୀନା ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ କଟକ ଆସିଥିବା ସାଇଣ୍ଟିଫିକ୍ ଟିମ୍ ଏବଂ ପୋଲିସ ଡଗ୍ ସ୍କ୍ବାଡ୍ ପହଞ୍ଚି ତନାଘନା ଆରମ୍ଭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.