ରେଷ୍ଟୁରାଣ୍ଟରୁ ଲୁଟିନେଲେ ଦୁର୍ବୃତ୍ତ, ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ
10/12/2020 at 11:49 AM

ଢେଙ୍କାନାଳ ୧୦।୧୨: ଢେଙ୍କାନାଳ ବସଷ୍ଟାଣ୍ଡ ନିକଟସ୍ଥ ଟ୍ରାଫିକ୍ ଛକରେ ଥିବା ୟମି ନାମକ ରେଷ୍ଟୁରାଣ୍ଟରୁ ଲୁଟିଛନ୍ତି ଦୁର୍ବୃତ୍ତ । ବୁଧବାର ରାତିରେ ଦୁର୍ବୃତ୍ତମାନେ ରେଷ୍ଟୁରାଣ୍ଟର ପଛପଟ ସଟର ଓ ଅଜବେଷ୍ଟସ ଭାଙ୍ଗି ଭିତରକୁ ପଶି ଲୁଟ୍ କରିଛନ୍ତି । ତେବେ ରେଷ୍ଟୁରାଣ୍ଟରୁ ଟଙ୍କା ସହ ସାମଗ୍ରୀ ଲୁଟିଥିବା ବେଳେ ତାର ଜୁସ୍ ୟୁନିଟରୁ ମଧ୍ୟ ଲୁଟ୍ କରିଛନ୍ତି । ଖବର ପାଇ ଟାଉନ୍ ପୋଲସ ପହଞ୍ଚି ରେଷ୍ଟୁରାଣ୍ଟର ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି ।
Related Posts
ଅପେକ୍ଷାର ଅନ୍ତ, କାଲିଠୁ ଖୋଲିବ ଘଟଗାଁ ମା ତାରିଣୀ ମନ୍ଦିର
17 January 2021