କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ଅଭିଯୋଗ

Published By : Prameya-News7 Bureau | October 05, 2019 IST

ସାଲେପୁର ୫।୧୦:  କବାଟ ଭାଙ୍ଗି ଚୋରି । କଟକ ଜିଲ୍ଲା ସାଲେପୁର ଥାନା ଚନ୍ଦ୍ରାଦେଇପୁର ଗାଁରେ ଚୋରୀ ହୋଇଛି । ଗତକାଲି ରାତିରେ ଘରେ କେହିନଥିବାର ସୁଯୋଗ ନେଇ ଚନ୍ଦ୍ରାଦେଇପୁର ଗାଁର ରେବତୀ ମଲ୍ଲ କବାଟ ଭାଙ୍ଗି ଚୋରମାନେ ଘରେ ପଶି ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

{"id":166460}

ଆଜି ସକାଳୁ ପଡୋଶୀମାନେ ଦେଖି ଖବର ଦେଇଥିଲେ ରେବତୀ ମଲ୍ଲଙ୍କୁ ।ସେ ଆସି ଦେଖିଲା ବେଳକୁ ଆଲମିରା ସହ ଆଟାଜ ଭଙ୍ଗି ଚୋରି ହୋଇଛି। ସେ ଏନେଇ ସାଲେପୁର ଥାନା ଲିଖିତ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.