Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ଅଭିଯୋଗ

5/10/2019 at 10:21 AM

ସାଲେପୁର ୫।୧୦:  କବାଟ ଭାଙ୍ଗି ଚୋରି । କଟକ ଜିଲ୍ଲା ସାଲେପୁର ଥାନା ଚନ୍ଦ୍ରାଦେଇପୁର ଗାଁରେ ଚୋରୀ ହୋଇଛି । ଗତକାଲି ରାତିରେ ଘରେ କେହିନଥିବାର ସୁଯୋଗ ନେଇ ଚନ୍ଦ୍ରାଦେଇପୁର ଗାଁର ରେବତୀ ମଲ୍ଲ କବାଟ ଭାଙ୍ଗି ଚୋରମାନେ ଘରେ ପଶି ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ଆଜି ସକାଳୁ ପଡୋଶୀମାନେ ଦେଖି ଖବର ଦେଇଥିଲେ ରେବତୀ ମଲ୍ଲଙ୍କୁ ।ସେ ଆସି ଦେଖିଲା ବେଳକୁ ଆଲମିରା ସହ ଆଟାଜ ଭଙ୍ଗି ଚୋରି ହୋଇଛି। ସେ ଏନେଇ ସାଲେପୁର ଥାନା ଲିଖିତ ଅଭିଯୋଗ କରିଛନ୍ତି।

   Related Posts