Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଡକାୟତ, ୮ଭରି ସୁନା ସହ ଲୁଟିନେଲେ ରୂପା ଅଳଙ୍କାର

4/08/2021 at 10:24 AM

ପାଟଣାଗଡ ୪।୮: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବାବାଜିପଡାରେ ରହୁଥିବା ତାରକେଶ୍ବର ସାହୁଙ୍କ ଘରୁ ଡକାୟତି । ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ କଲା ପୋଲିସ ।

ସୂଚନାଯୋଗ୍ୟ ଯେ, ତାକରେଶ୍ବର ସାହୁ ଗତ ୨୨ ତାରିଖରେ ନିଜ ପରିବାର ସହ ରାଇପୁରରେ ରହୁଥିବା ତାଙ୍କ ପୁଅ ଘରକୁ ଯାଇଥିଲେ । ମଙ୍ଗଳବାର ସନ୍ଧ୍ୟା ସମୟରେ ଘରକୁ ଆସି ଦେଖିଥିଲେ ବାହାର ଗେଟର ତାଲା କଟା ହୋଇଥିବା ବେଳେ ଘରର ସମସ୍ତ କବାଟର ତାଲା କଟା ହୋଇଥିବା ଦେଖିଥିଲେ । ଭିତରକୁ ଯାଇ ଦେଖିଥିଲେ ଆରମିରା ତାଲା ଭାଙ୍ଗି ୮ଭରି ସୁନା ୨୫ରୁ ୩୦ଭରି ରୂପା ସହ ଘରର ସମସ୍ତ ଆସବାବପତ୍ର ଏବଂ ଏକ କମ୍ପ୍ୟୁଟର, ଦୁଇଟି ଗ୍ୟାସ୍ ସିଲିଣ୍ଡର ଚୋରି ହୋଇଯାଇଛି । ଏ ନେଇ ପାଟଣାଗଡ ଥାନାରେ ତାରକେଶ୍ବର ସାହୁ  ଅଭିଯୋଗ କରିଥିଲେ । ପରେ ପୋଲିସ ଓ ବଲାଙ୍ଗିର ସାଇଣ୍ଟିଫିକ୍‌ ଟିମ୍ ଆସି ଅଧିକ ତଦନ୍ତ କରିଥିବା ଦେଖିବାକୁ ମଳିଥିଲା ।  ଗତ ୨୨ ତାରିଖରୁ ଘରେ କେହି ନଥିବାରୁ ଏହାର ସୁଯୋଗ ନେଇ ଡକାୟତି କରିଥିବା ଅନୁମାନ କରାଯାଉଛି । 

   Related Posts