ସେଣ୍ଟ୍ରାଲ ବ୍ୟାଙ୍କ୍ ଏଟିଏମ୍ରୁ ଲୁଟ୍ : ପୋଲିସର ତଦନ୍ତ ଜାରି

Published By : Prameya-News7 Bureau | August 07, 2019 IST

ସୋର ୭|୮: ବାଲେଶ୍ବର ଜିଲ୍ଲା ସୋରରେ ସେଣ୍ଟ୍ରାଲ ବ୍ୟାଙ୍କ୍ ଏଟିଏମ୍‌ରୁ ଲୁଟ୍ ହୋଇଛି । ସୋର ଥାନା ଅନ୍ତର୍ଗତ ମଣିପୁର ବଜାର ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ୍ ଏଟିଏମ୍‌ । ଏଟିଏମ୍‌ ମେସିନ୍‌କୁ ଶାବଳରେ ତାଡି ଟଙ୍କା ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଏଟିଏମ୍‌ରୁ କେତେ ଟଙ୍କା ଲୁଟ୍ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପହଞ୍ଚି ସୋର ପୋଲିସର ତଦନ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.