Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସେଣ୍ଟ୍ରାଲ ବ୍ୟାଙ୍କ୍ ଏଟିଏମ୍ରୁ ଲୁଟ୍ : ପୋଲିସର ତଦନ୍ତ ଜାରି

7/08/2019 at 11:30 AM

ସୋର ୭|୮: ବାଲେଶ୍ବର ଜିଲ୍ଲା ସୋରରେ ସେଣ୍ଟ୍ରାଲ ବ୍ୟାଙ୍କ୍ ଏଟିଏମ୍‌ରୁ ଲୁଟ୍ ହୋଇଛି । ସୋର ଥାନା ଅନ୍ତର୍ଗତ ମଣିପୁର ବଜାର ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ୍ ଏଟିଏମ୍‌ । ଏଟିଏମ୍‌ ମେସିନ୍‌କୁ ଶାବଳରେ ତାଡି ଟଙ୍କା ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଏଟିଏମ୍‌ରୁ କେତେ ଟଙ୍କା ଲୁଟ୍ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପହଞ୍ଚି ସୋର ପୋଲିସର ତଦନ୍ତ ।

   Related Posts