Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ଘରୋଇ କମ୍ପାନୀର କର୍ମଚାରୀଙ୍କଠୁ ୬ ଲକ୍ଷ ୫୦ ହଜାର ଲୁଟିନେଲେ ଦୁର୍ବୁତ୍ତ

19/07/2019 at 3:52 PM

ରାଉରକେଲା ୧୯|୭:  ଦିନ ଦ୍ବିପ୍ରହରରେ ଏକ ଘରୋଇ କମ୍ପାନୀର କର୍ମଚାରୀଙ୍କଠୁ ୬ ଲକ୍ଷ ୫୦ ହଜାର ଲୁଟିନେଲେ ଦୁଇଦୁର୍ବୁତ୍ତ । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ରଘୁନାଥପଲ୍ଲୀ ଥାନା ଅନ୍ତର୍ଗତ ସିଭିଲ ଟାଉନ୍ ରେ ଥିବା ଆଇସିଆଇସିଆଇ ବ୍ୟାଙ୍କରୁ ସାମଲ ବ୍ରଦର୍ସରେ କାମ କରୁଥିବା ଜଣେ କର୍ମଚାରୀ ପୀତବାସ ପାତ୍ର ଲେବର ପେମେଂଟ ପାଇଁ ୬ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ନେଉଥିବା ବେଳେ ସନି ମନ୍ଦିର ନିକଟରେ ବାଇକ୍ ରେ ଆସୁଥିବା ଦୁଇ ଦୁର୍ବୁତ୍ତ ଟଙ୍କା ବ୍ୟାଗକୁ ଟାଣି ନେଇ ପଳାଇଥିଲେ । ବ୍ୟାଗକୁ ଟାଣିଲା ବେଳେ କର୍ମଚାରୀ ଜଣଙ୍କ ତଳେ ପଡିଯାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଲୁଟେରାକୁ ଧରିବା ପାଇଁ ବିଭିନ୍ନ ଛକରେ ଚେକିଂ ଜାରି ରଖିଛି।

   Related Posts