ଯୁବକଙ୍କଠୁ ୨୩ ଲକ୍ଷ ୬୮ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | January 24, 2020 IST

ଖୋର୍ଦ୍ଧା ୨୪/୧: : ଯୁବକଙ୍କଠୁ ୨୩ ଲକ୍ଷ ୬୮ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ  । ନୂଆ ବସଷ୍ଟାଣ୍ଡ ଆଇସିଆଇସିଆଇ ବ୍ୟାଙ୍କ ନିକଟରୁ ଲୁଟ୍ ହୋଇଛି ।

{"id":215383,"sizeSlug":"large"}

ବାଇକରେ ଆସି ୨ ଦୁର୍ବୃତ୍ତ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏଲଆଇସି ଅଫିସରୁ ଟଙ୍କା ନେଇ ଫେରୁଥିବା ବେଳେ ବ୍ୟାଗ୍ ନେଇ ଫେରାର୍ ହୋଇଗଲେ ଦୁର୍ବୃତ୍ତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.