Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୁଳିକରି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ; ଗୁଳିକାଣ୍ଡରେ ସିଏମ୍ଏ‌ସ୍ କର୍ମଚାରୀ ଗୁରୁତର

30/11/2018 at 1:49 PM

ପାରାଦୀପ ୩୦|୧୧: ଗୁଳି କରି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ପାରାଦୀପ ଇଫ୍‌କୋ ଛକ ନିକଟରେ ଗୁଳିମାଡ ହୋଇଛି । ଏଟିଏମରେ ଟଙ୍କା ରଖିବାକୁ ଆସିଥିବା ବେଳେ କର୍ମଚାରୀଙ୍କ ଉପରକୁ ଗୁଳିମାଡ କରି ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଗୁଳିମାଡରେ ସିଏମ୍‌ଏସ୍‌ କମ୍ପାନୀ କର୍ମଚାରୀ ସଞ୍ଜୟ ଦାସ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ପାରାଦୀପ ପୋର୍ଟ ବନ୍ଦର ହସପିଟାଲରେ ଭର୍ତ୍ତି କରାଯାଇଛି । ବାଇକ୍‌ରେ ଆସି ୩ ଦୁର୍ବୃତ୍ତ ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି ।

   Related Posts