ଶିବ ମନ୍ଦିର ତାଲା ଭାଙ୍ଗି ଚୋରୀ

Published By : Prameya-News7 Bureau | March 08, 2019 IST

ବଲାଙ୍ଗିର ୮|୩ : ବଲାଙ୍ଗିର ଖୁଜେନପାଲି ଶିବ ମନ୍ଦିରରୁ ଚୋରି ହୋଇଛି । ମଧ୍ୟରାତ୍ରୀରେ ମନ୍ଦିର ତାଲା ଭାଙ୍ଗି ଠାକୁରଙ୍କ ମୁକୁଟ ଚୋରି ହୋଇଛି । ଏହାସହ ଦାନ ବାକ୍ସରୁ ପାଖାପାଖି ୨ ଲକ୍ଷ ଟଙ୍କା  ଦୁର୍ବୃତ୍ତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.