ବୃଦ୍ଧଙ୍କଠାରୁ ଲୁଟ୍, ବ୍ୟାଙ୍କରୁ ଟଙ୍କା ଉଠାଇ ଅଟୋରେ ବସିବା ବେଳେ ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | June 18, 2019 IST

ନୟାଗଡ ୧୮|୬: ନୟାଗଡ ଇଣ୍ଡିଆନ ବ୍ୟାଙ୍କ୍ ସମ୍ମୁଖରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବ୍ୟାଙ୍କ୍ ରୁ ଟଙ୍କା ଉଠାଇ ଅଟୋରେ ବସୁଥିବା ବେଳେ ବୃଦ୍ଧଙ୍କଠାରୁ ଏକ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଦୁଇ ଦୁର୍ବୃତ୍ତ ବାଇକ୍ ରେ ଆସିଥିବା ଜଣାପଡିଛି । ତେବେ ଲୁଟ୍ ନେଇ ବୃଦ୍ଧ ଜଣଙ୍କ ନୟାଗଡ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଦୁଇ ଲୁଟେରାଙ୍କର କିଛି ଖୋଜ ଖବର ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.