ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ପ୍ରତାପପୁର ଶାଖାରୁ ଡକାୟତି

Published By : Prameya-News7 Bureau | January 03, 2019 IST

ବେତନଟୀ ୦୩|୦୧: ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପ୍ରତାପପୁର ଶାଖାରୁ ଡକାୟତି । ବ୍ୟାଙ୍କର ଗ୍ରୀଲ୍ ଭାଙ୍ଗି ଡକାୟତି କରିଛନ୍ତି । ନିକଟରେ ଥିବା ଗ୍ରାମ ପଞ୍ଚାୟତ ଅଫିସର ପିଅନକୁ ବାନ୍ଧି ଦେଇଥିଲେ ଦୁର୍ବୃତ୍ତ । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ବଡସାହି ପୋଲିସ । ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ ହେଲା । ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ରାସ୍ତାରୋକ କରିଥିଲେ ସ୍ଥାନୀୟ ବାସିନ୍ଦା । ପୋଲିସର ବୁଝାସୁଝା ପରେ ହଟିଲା ରାସ୍ତାରୋକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.