ଗହଣା ଦୋକାନରେ ପଶି ୨୦ଲକ୍ଷ ଟଙ୍କାର ଗହଣା ଲୁଟିନେଲେ ଦୁର୍ବୃତ୍ତ
30/01/2019 at 12:16 PM

ପଟ୍ଟାମୁଣ୍ଡାଇ ୩୦|୧: ପଟ୍ଟାମୁଣ୍ଡାଇରେ ଗହଣା ଦୋକାନରୁ ଲୁଟ୍ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ବଡ ଧରଣର ଲୁଟ୍ ହୋଇଛି । ରାଜନଗର ମହାବୀର ବଜାରସ୍ଥିତ ଶ୍ରୀମତି ଅଳଙ୍କାର ଦୋକାନରୁ ୨୦ ଲକ୍ଷ ଟଙ୍କାର ଗହଣା ଲୁଟ୍ କରିନେଇଛନ୍ତି ଦୁର୍ବୃତ୍ତ । ଗହଣା ଦୋକାନୀ ଧୂପ ଦେଉଥିବା ବେଳେ ଦୋକାନରୁ ଲୁଟ୍ ହୋଇଛି । ୨ ଦୁର୍ବୃତ୍ତ ବାଇକ୍ ରେ ଆସି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ସୁନା କିଣିବା ବାହାନାରେ ଦୁର୍ବୃତ୍ତ ଦୋକାନ ଭିତରକୁ ପଶିଥିଲେ । ତାପରେ ଲୁଟ୍ କରିନେଇଛନ୍ତି ।
Related Posts
ଅବକାରୀ ବିଭାଗ ଓ ପୋଲିସର ଅତର୍କିତ ଚଢାଉ, ବିପୁଳ ପରିମାଣର ମଦ-ପୋଚ ଜବତ
28 January 2021