ସୋରରେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟିନେଲେ ଲୁଟେରା
20/09/2018 at 12:15 PM

ବାଲେଶ୍ବର ୨୦|୯: ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ମାଡ ମାରିବା ସହ ୩୨ହଜାର ଟଙ୍କା ଲୁଟିନେଲେ ଲୁଟେରା । ସୋର ଥାନା ଉତ୍ତରେଶ୍ବର ବଜାରରେ ଘଟଣା ଘଟିଛି । ବ୍ୟବସାୟୀ ରଘୁନାଥ ରାଉତ ବିଳମ୍ବିତ ରାତିରେ ନିଜ ଗାଁ ହାଟ ସାହିକୁ ଫେରୁଥିବା ବେଳେ ତାଙ୍କ ଠାରୁ ୩୨ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ସ୍ଥାନୀୟ ସରଶଙ୍ଖ ଚହଳିମା ରାସ୍ତାରେ ଏକ ପଲସର ଓ ଏକ ନାଲି ରଙ୍ଗର ମୋଟରସାଇକେଲରେ ଆସିଥିବା ଦୁର୍ବୃତ୍ତ ମାନେ ଟଙ୍କା ଲୁଟି ନେଇଛନ୍ତି । ଏନେଇ ସୋର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଲୁଟେରା ଗ୍ୟାଙ୍ଗକୁ ଧରି ପାଇଁ ଛାନଭିନ୍ ଆରମ୍ଭ କରିଛି ।
Related Posts
ନିଜକୁ ଗୁଳି କରି ବିଏସ୍ଏଫ୍ ଯବାନଙ୍କ ଆତ୍ମହତ୍ୟା !
6 March 2021