Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଖୋର୍ଦ୍ଧାରେ ସିରିଜ୍ ଲୁଟ୍ ; ୪ଟି ଦୋକାନର ସଟର ତାଡି ଲୁଟ୍ କଲେ ଦୁର୍ବୃତ୍ତ

27/12/2018 at 9:21 AM

ଖୋର୍ଦ୍ଧା ୨୭|୧୨:  ଖୋର୍ଦ୍ଧାରେ ସିରିଜ୍ ଲୁଟ୍ । ଶରଧାପୁର ତରତୁଆ ଛକରେ ୪ ଟି ଦୋକାନରୁ ଏକକାଳୀନ ଲୁଟ୍ ହୋଇଛି । ଦୋକାନର ସଟର ତାଡି ଦୁର୍ବୃତ୍ତମାନେ ଲୁଟ୍ କରିନେଇଛନ୍ତି । ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତ ନଭେମ୍ବର ୨୪ ତାରିଖରେ ଖୋର୍ଦ୍ଧା ପୌରାଞ୍ଚଳରୁ ୯ଟି ଦୋକାନରୁ ସିରିଜ୍ ଚୋରି ହୋଇଥିଲା । ବାରମ୍ବାର ଅଞ୍ଚଳରେ ଏଭଳି ଲୁଟ୍ ଘଟଣା ହେଉଥିବାରୁ ସ୍ଥାନୀୟଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

   Related Posts