Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ବନ୍ଧୁକ ଦେଖାଇ ନଗଦ ଟଙ୍କା ସହ ମୋବାଇଲ୍ ଲୁଟ୍

11/09/2019 at 8:53 AM

ସୋର ୧୧।୯: ବନ୍ଧୁକ ଦେଖାଇ ଲୁଟ୍ । ଖନ୍ତାପଡା ଥାନା ବାହାନଗା ଗୋପାଳପୁର ରାସ୍ତା କୁଦମ୍ବ ନିକଟରୁ ଲୁଟ୍ ହୋଇଛି । ଗୋପାଳପୁର ଥାନା ପୋଲିସର ତଦନ୍ତ ଜାରି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ବାହାନଗା ଗୋପାଳପୁର ରାସ୍ତା କୁଦମ୍ବବାଙ୍କ ନିକଟରେ ଗତକାଲି ବିଳମ୍ବିତ ରାତିରେ ବନ୍ଧୁକ ଦେଖାଇ ୫ହଜାର ୫ଶହ ଟଙ୍କା ଓ ୨ଟି ମୋବାଇଲ  ଛିନ୍ତାଇ ଅଭିଯୋଗ । ଗୋପାଳପୁର ବଜାରରେ ଗ୍ରୋସେରି ଦୋକାନ  କରିଥିବା ଶଠି ନିକଟସ୍ଥ  ପୁରାଣ ଗ୍ରାମର ବସନ୍ତ ଦାସ ଠାରୁ ଛିନ୍ତାଇ ଅଭିଯୋଗ ହୋଇଛି । ଗୋପାଳପୁର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରହିଛି । ଅଭିଯୁକ୍ତମାନେ ନମ୍ବର ବିହୀନ ଏକ ବାଇକ୍ ଛାଡି ପଳାଇଛନ୍ତି। ଖନ୍ତାପଡା ପୋଲିସ ଓ ଗୋପାଳପୁର ପୋଲିସ ଅଭିଯୁକ୍ତଙ୍କ ବାଇକ୍ ନେଇ ତଦନ୍ତ ଜାରି ରଖିଛି ।

   Related Posts