Monday, July 15, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁଜାଲିରେ ଆକ୍ରମଣ କରି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଅନୁଗୁଳ ୨୭|୬:  ଭୁଜାଲିରେ ଆକ୍ରମଣ କରି ଦେଢ଼ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ଅନୁଗୁଳ ଜିଲ୍ଲା ଜରପଡା ନିକଟରେ ଟଙ୍କା ଲୁଟ୍ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଶାବଳଭଙ୍ଗା ଗାଁର ଦିଗାମ୍ବର ସାହୁଙ୍କଠାରୁ ଟଙ୍କା ଲୁଟ୍ ହୋଇଛି । ଦିଗାମ୍ବରଙ୍କ ହାତକୁ ହାଣି ଦେଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଅନୁଗୋଳ ମେଡିକାଲରେ ଭର୍ତ୍ତି । ବେପାର ଉଦ୍ଦେଶ୍ୟରେ ବାଇକ୍ ଯୋଗେ ଟଙ୍କା ନେଇ ଯାଉଥିଲେ ।

57 Views

   ସମ୍ବନ୍ଧିତ ଖବର