ଘର ମାଲିକଙ୍କୁ ଆକ୍ରମଣ କରି ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ
2/07/2019 at 2:41 PM

ବ୍ରହ୍ମପୁର ୨|୭: ବ୍ରହ୍ମପୁର ସଦର ଥାନା ଅନର୍ଗତ ବିଜୟ ବିହାର ଅଂଚଳ ନିକଟ ସିଦ୍ଦାର୍ଥନଗର ବ୍ୟାଙ୍କ କଲୋନୀରେ ଡକାୟତି ହୋଇଛି । ଘରେ ପଶି ଘର ମାଲିକ ଏମ୍ କନକ ରାଓଙ୍କୁ ଆକ୍ରମଣ ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ୧୦ ଭରି ସୁନା ଏବଂ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି ଲୁଟେରା । ଖବର ପାଇ ଘଟଣାସ୍ଥଳରେ ବ୍ରହ୍ମପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ଲୁଟେରାମାନଙ୍କର ଖୋଜ ଖବର ମିଳିପାରିନାହିଁ ।
Related Posts
୫ କ୍ଵିଣ୍ଟାଲର ହ୍ୱେଲ ସାର୍କ ମୃତ, ୩ଦିନ ତଳେ ପଡିଥିଲା ଜାଲରେ
7 March 2021
ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
7 March 2021