ଖୋର୍ଦ୍ଧା ଶ୍ରୀରାମନଗରରେ କାର୍ ଉପରକୁ ବୋମାମାଡ
13/03/2019 at 11:29 AM

ଖୋର୍ଦ୍ଧା ୧୩|୩ : ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଶ୍ରୀରାମ ନଗରରେ ବୋମାମାଡ । ଶ୍ରୀରାମ ନଗରରେ ରହୁଥିବା ମଧୁସୂଦନ ପାତାଳ ସିଂଙ୍କ ଘର ସମ୍ମୁଖରେ ରଖାଯାଇଥିବା ତାଙ୍କ କାର ଉପରକୁ ଗତକାଲି ରାତିରେ କିଛି ଦୁର୍ବୁତ୍ତ ଆସି ବୋମାମାଡ କରି ଫେର।ର ହୋଇଯାଇଛନ୍ତି । ଅଭିଯୋଗ ପାଇଁ ପୋଲିସ ତଦନ୍ତ ଚଳାଇଛି । ବୋମାମାଡରେ କାରର ପଛପଟ କାଚ ଭାଙ୍ଗିଯାଇଛି । ତେବେ ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି । ତେବେ ମିଳିଥିବା ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
Related Posts
ଚାଷୀଙ୍କ ସମସ୍ୟା ନେଇ ଧାରଣାରେ ବସିଲେ ଜୟପୁର ବିଧାୟକ
20 January 2021