ଜର୍ଦ୍ଦା ବ୍ୟବସାୟୀଙ୍କୁ ଗୁଳିମାଡ, ସୁନା ଚେନ୍ ଲୁଟିବାରେ ବିଫଳ ଲୁଟେରା କଲେ ଗୁଳିମାଡ

Published By : Prameya-News7 Bureau | October 05, 2019 IST

ବାଲେଶ୍ବର ୫।୧୦: ଜର୍ଦ୍ଦା ବ୍ୟବସାୟୀଙ୍କୁ ଗୁଳିମାଡ । ବାଲେଶ୍ବର ଶେରଗଡ ଛକରେ ଜର୍ଦ୍ଦା ବ୍ୟବସାୟୀଙ୍କୁ ଗୁଳିମାଡ ହୋଇଛି । ବ୍ୟବସାୟୀଙ୍କ ଡାହାଣ ହାତରେ ବାଜିଛି ଗୁଳି । ଆହତ ବ୍ୟବସାୟୀ ହେଉଛନ୍ତି ବାସୁ ରାଉତ । ଆହତ ବ୍ୟବସାୟୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":166588}

ସୁନା ଚେନ୍ ଲୁଟିବାରେ ବିଫଳ ହେବାରୁ ଲୁଟେରାମାନେ ଗୁଳିମାଡ କରିଥିବା ଜଣାପଡିଛି । ବାଇକ୍‌ରେ ଦୁଇ ଜଣ ଦୁର୍ବୃତ୍ତ ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.