ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ଼ : ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ
  • ||
  • ଗଞ୍ଜାମ: ତାରାତାରିଣୀଙ୍କ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବ୍ୟସ୍ତ ମୁଖ୍ୟ ବିଶ୍ୱକର୍ମା
  • ||
  • ଉଦଳା: ପ୍ରେମିକାକୁ ଦେଖାକରିବାକୁ ଯାଇଥିଲେ ପ୍ରେମିକ ଧରାପଡିଗଲେ, ଦେଖାଇଲେ ବନ୍ଧୁକ
  • ||

ମନ୍ଦିର ଭିତରେ ପଶି ମୂର୍ତ୍ତି ପୋଡିଲେ ଦୁର୍ବୃତ୍ତ ; ଲକ୍ଷାଧିକ ଟଙ୍କା ଅଳଙ୍କାର ଲୁଟ୍ ଅଭିଯୋଗ

6/12/2018 at 11:37 AM

କେନ୍ଦ୍ରାପଡା ୦୬|୧୨: ମନ୍ଦିର ଭିତରେ ପଶି ମୂର୍ତ୍ତି ପୋଡିଲେ ଦୁର୍ବୃତ୍ତ । କେନ୍ଦ୍ରାପଡା ଜମ୍ବୁ ସରକାରପଡା ଗାଁର ରାମେଶ୍ବର ମନ୍ଦିରରେ ମୂର୍ତ୍ତି ପୋଡି ଦେଇଛନ୍ତି ଦୁର୍ବୃତ୍ତ । ଶିବ ଲିଙ୍ଗ ଓ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତିକୁ ଦୁର୍ବୃତ୍ତ ପୋଡି ଦେଇଛନ୍ତି । ଏହାସହ ଲକ୍ଷାଧିକ ଟଙ୍କାର ଠାକୁର ଅଳଙ୍କାର ଚୋରି ହେ।ଇଥିବା ଅଭିଯୋଗ ହେ।ଇଛି । ମନ୍ଦିରରର ଚାଳ ଭାଙ୍ଗି ଭିତରେ ପଶି ମୂର୍ତ୍ତି ଓ ଟଙ୍କା ଦୁର୍ବୃତ୍ତ ଚେ।ରି କରିଥିଲେ । ସକାଳୁ ଗାଁ ଲୋକ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଏହାପରେ ତଦନ୍ତ ଆରମ୍ଭ କରିଛି ପେ।ଲିସ ।

   Related Posts