ମନ୍ଦିର ଭିତରେ ପଶି ମୂର୍ତ୍ତି ପୋଡିଲେ ଦୁର୍ବୃତ୍ତ ; ଲକ୍ଷାଧିକ ଟଙ୍କା ଅଳଙ୍କାର ଲୁଟ୍ ଅଭିଯୋଗ

Published By : Prameya-News7 Bureau | December 06, 2018 IST

କେନ୍ଦ୍ରାପଡା ୦୬|୧୨: ମନ୍ଦିର ଭିତରେ ପଶି ମୂର୍ତ୍ତି ପୋଡିଲେ ଦୁର୍ବୃତ୍ତ । କେନ୍ଦ୍ରାପଡା ଜମ୍ବୁ ସରକାରପଡା ଗାଁର ରାମେଶ୍ବର ମନ୍ଦିରରେ ମୂର୍ତ୍ତି ପୋଡି ଦେଇଛନ୍ତି ଦୁର୍ବୃତ୍ତ । ଶିବ ଲିଙ୍ଗ ଓ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତିକୁ ଦୁର୍ବୃତ୍ତ ପୋଡି ଦେଇଛନ୍ତି । ଏହାସହ ଲକ୍ଷାଧିକ ଟଙ୍କାର ଠାକୁର ଅଳଙ୍କାର ଚୋରି ହେ।ଇଥିବା ଅଭିଯୋଗ ହେ।ଇଛି । ମନ୍ଦିରରର ଚାଳ ଭାଙ୍ଗି ଭିତରେ ପଶି ମୂର୍ତ୍ତି ଓ ଟଙ୍କା ଦୁର୍ବୃତ୍ତ ଚେ।ରି କରିଥିଲେ । ସକାଳୁ ଗାଁ ଲୋକ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଏହାପରେ ତଦନ୍ତ ଆରମ୍ଭ କରିଛି ପେ।ଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.