ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଗାଡି ପୋଡିଦେଲେ ଦୁର୍ବୃତ୍ତ

Published By : Prameya-News7 Bureau | December 08, 2019 IST

ଅନୁଗୁଳ ୮/୧୨: ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଗାଡି ପୋଡିଦେଇଛନ୍ତି ଦୁର୍ବୃତ୍ତମାନେ । ଭରତପୁର କ୍ୟାମ୍ପସ୍ଥିତ ଅଫିସରେ ୨ଟି ଗାଡି ପୋଡିଦେଲେ ଦୁର୍ବୃତ୍ତ । 

{"id":195336,"sizeSlug":"large"}

ବିଳମ୍ବିତ ରାତିରେ ଗୋଟିଏ ଫରଚୁନର, ଗୋଟିଏ ବୁଲେଟ ପୋଡି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ତେବେ କିଏ ଓ କାହିଁକି ଗାଡି ପୋଡିଲା ତାହା ଜଣାପଡିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.