ଯାଁଳା ୟୁକୋ ବ୍ୟାଙ୍କ ଏଟିଏମ୍ରୁ ଦୁର୍ବୃତ୍ତଙ୍କ ଲୁଟ୍ ଉଦ୍ୟମ ପଣ୍ଡ

ଭୁବନେଶ୍ବର ୧୬|୯: ଭୁବନେଶ୍ବର ନିକଟସ୍ଥ ଯାଁଳା ୟୁକୋ ବ୍ୟାଙ୍କ ଏଟିଏମ୍ ରୁ ଦୁର୍ବୃତ୍ତଙ୍କ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏଟିଏମର ସଟର ତାଲା କାଟିବା ସହ ମେସିନକୁ ଶାବଳରେ ଭାଙ୍ଗି ବାକୁ ଉଦ୍ୟମ କରିଥିଲେ । ଉଦ୍ୟମ ପରେ ମଧ୍ୟ ଏଟିଏମ୍ ରୁ ଟଙ୍କା ନେଇପାରିନଥିଲେ ଲୁଟେରା । ବିଫଳ ହୋଇ ସେମାନେ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚିଚି । ଏଟିଏମର ସିସିଟିଭିକୁ ଯାଞ୍ଚ କରାଯିବା ପରେ ଏନେଇ ଅଧିକ ତଦନ୍ତ କରିବ ପୋଲିସ ।
282 Views
ସମ୍ବନ୍ଧିତ ଖବର
ଜାରି ରହିବ ଶ୍ରୀ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ
11 December 2019
ପିଆଜ ଗଦିରେ ୬୦, ମାର୍କେଟ୍ରେ ୧୨୦ : ଗ୍ରାହକ ହତାଶ
11 December 2019