ବାଲିଗାଁ ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମରୁ ଲୁଟ୍ ଉଦ୍ୟମ ପଣ୍ଡ

Published By : Prameya-News7 Bureau | December 27, 2018 IST

ଚାନ୍ଦବାଲି ୨୭|୧୨:  ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ବାଲିଗାଁ ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମରୁ ଲୁଟ୍ ଉଦ୍ୟମ ପଣ୍ଡ । ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ଏଟିଏମ୍ ମେସିନକୁ ଭାଙ୍ଗି ଦେଇଛନ୍ତି ଲୁଟେରା । ଏଟିଏମ୍ ଭାଙ୍ଗୁଥିବା ବେଳେ ଶବ୍ଦ ଶୁଣି ସ୍ଥାନୀୟଲୋକେ ଉଠିପଡ଼ିବାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏଟିଏମ୍ ସଟରକୁ ସିଲ୍ କରିବା ସହ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.