Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ଫେଲ୍ ମାରିଲା, ଲୁଟିଲେ ପଲ୍ୟୁସନ୍ ସେଣ୍ଟର

29/12/2019 at 5:28 PM

ଭଦ୍ରକ ୨୯।୧୨: ବ୍ୟାଙ୍କ କାନ୍ଥ ଭାଙ୍ଗି ପଶିଲେ । ଆଇରନ୍ ଚେଷ୍ଟ ଭାଙ୍ଗିଲେ । କିନ୍ତୁ ଲୁଟରେ ବିଫଳ ହେଲେ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ । ବ୍ୟାଙ୍କରୁ ଫେଲ୍ ମାରିଲା ପରେ ନିକଟରେ ଥିବା ପଲ୍ୟୁସନ ସେଣ୍ଟରକୁ ଲୁଟିଛନ୍ତି ଲୁଟେରା ।

ଭଣ୍ଡାରିପୋଖରୀ ଥାନା ଅଂଚଳର ଓଡିଶା ଗ୍ରାମ୍ୟ ବ୍ୟାଙ୍କର ପଛ ପାଖ କାନ୍ଥ ଭାଙ୍ଗି ଭିତରକୁ ପଶିଥିଲେ ଲୁଟେରା । ବ୍ୟାଙ୍କରେ ଥିବା ଆଇରନ ଚେଷ୍ଟକୁ ଗ୍ୟାସ୍ କଟରରେ ଭାଙ୍ଗି ଲୁଟ୍ ଉଦ୍ୟମ କରିଛନ୍ତି । ଟଙ୍କା ଲୁଟ୍ କରିବାରେ ବିଫଳ ହେବା ପରେ ନିକଟରେ ଥିବା ପଲ୍ୟୁସନ ସେଣ୍ଟରର ଗ୍ରୀଲ୍ କାଟି ଲୁଟ୍ କରିଥିବା ସୂଚନା ମିଳିଛି । ଭଣ୍ଡାରିପୋଖରୀ ପୋଲିସ ବ୍ୟାଙ୍କରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts