ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ, ଦୁର୍ବୃତ୍ତ ଫେରାର

Published By : Prameya-News7 Bureau | April 17, 2019 IST

ପାଟଣା ୧୭|୪: ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରି ନିକଟରେ ଏଟିଏମରୁ ଲୁଟ୍ ହୋଇଛି । ଏନଏଚ-୪୯ କଡରେ ଥିବା ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆରୁ ଲୁଟ୍ ଉଦ୍ୟମ କରିଛନ୍ତି ଲୁଟେରା । ବିଳମ୍ବିତ ରାତିରେ ଏଟିଏମ୍ ମେସିନ୍ ଭାଙ୍ଗି ଲୁଟ୍ ଉଦ୍ୟମ ହୋଇଛି । ଉଦ୍ୟମ ବିଫଳ ହେବା ପରେ ଘଟଣାସ୍ଥଳରୁ ଫେରାର ହୋଇଗଲେ ଦୁର୍ବୃତ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.