ଭଦ୍ରକରେ ମାତିଛନ୍ତି ଲୁଟେରା ; ଏସ୍ବିଆଇ ଏଟିଏମ୍ ଲୁଟ୍ ଉଦ୍ୟମ ସହ ପାନ୍ କାର୍ଡ ଅଫିସ୍ରୁ ଚୋରୀ
20/12/2018 at 3:28 PM

ଭଦ୍ରକ ୨୦|୧୨: ଭଦ୍ରକରେ ପୁଣି ମାତିଛନ୍ତି ଲୁଟେରା । ଏସପିଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଏସ୍ବିଆଇ ଏଟିଏମ୍ ଲୁଟ୍ ଉଦ୍ୟମ ପରେ ନିକଟରେ ଥିବା ପାନ୍ କାର୍ଡ ଅଫିସ୍ର ତାଲା ଭାଙ୍ଗି ତିନି ହଜାର ଟଙ୍କା ଲୁଟ୍ କରିନେଇଛନ୍ତି ଲୁଟେରା । ଟଙ୍କା ଲୁଟ୍ କରିବା ପରେ ଜୋତା ଓ ଲୁଗା ଭର୍ତ୍ତି ବ୍ୟାଗ୍ ଛାଡି ଲୁଟେରା ଚମ୍ପଟ୍ ମାରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।