ଲୁଟ୍ ପାଇଁ ଏଟିଏମ୍ ଭଙ୍ଗାରୁଜା କଲେ ଦୁର୍ବୃତ୍ତ

Published By : Prameya-News7 Bureau | December 06, 2018 IST

ଭଦ୍ରକ ୦୬|୧୨: ଲୁଟ ପାଇଁ ଏଟିଏମ୍ ଭଙ୍ଗାରୁଜା କଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ ବଜାର ନିକଟରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଟଙ୍କା ଚୋରି ହୋଇଛି କି ନାହିଁ ସେନେଇ ଏବେ ଯାଏଁ ସ୍ପଷ୍ଟ ହୋଇ ନାହିଁ । ବ୍ୟାଙ୍କ ଅଧିକାରୀ ପହଞ୍ଚିବା ପରେ କେତେ ଟଙ୍କା ଚୋରୀ ହୋଇଛି ତାହା ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.