ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ଏଟିଏମ୍ ଭାଙ୍ଗିଥିଲେ ମଧ୍ୟ ଟଙ୍କା ନେଇ ପାରିଲେନି ଦୁର୍ବୃତ୍ତ

Published By : Prameya-News7 Bureau | November 16, 2020 IST

ଜୟପୁର ୧୬।୧୧: ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ । କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମରୁ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି ।

{"id":362386,"sizeSlug":"large"}

ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍ ଲୁଟ୍ ଉଦ୍ୟମ କରିଥିଲେ । ଏଟିଏମ୍‌ ଭଙ୍ଗାରୁଜା କରିଥିଲେ ମଧ୍ୟ ଟଙ୍କା ନେଇ ପାରିନଥିଲେ । ସୋମବାର ସକାଳୁ ଏଟିଏମ୍‌ ଭଙ୍ଗା ହୋଇଥିବା ଦେଖିବାକୁ ମିଳିଥିଲା । ପୋଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.