ଝରକା ଭାଙ୍ଗି ଲୁଟିନେଲେ ୧୫ଲକ୍ଷ ଟଙ୍କାର ସୁନା ଅଳଙ୍କାର, ପୋଲିସର ତଦନ୍ତ ଆରମ୍ଭ

Published By : Prameya-News7 Bureau | June 19, 2021 IST

ଆଠଗଡ ୧୯।୬: ଲକଡାଉନ୍ ଓ ସଟଡାଉନ୍ ର ସୁଯୋଗ ନେଇ କଟକ ଜିଲ୍ଲା ଆଠଗଡ ଓ ଖୁଣ୍ଟୁଣୀ ଅଞ୍ଚଳରେ ଦିନକୁ ଦିନ ଚୋରଙ୍କର ଉପଦ୍ରବ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛି । ଶୁକ୍ରବାର ବିଳମ୍ବିତ ରାତିରେ ଖୁଣ୍ଟୁଣୀ ଅନ୍ତର୍ଗତ କଲେଜ ସାହିର ପୁଷ୍ପାଞ୍ଜଳୀ ଦାଶଙ୍କ ଘର ଝରକା ଭାଙ୍ଗି ଲୁଟି ନେଇଛନ୍ତି ପାଖାପାଖି ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର । ଏନେଇ ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.