Thursday, March 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୋଲେରୋରେ ନିଆଁ ଲଗାଇଦେଲେ ଦୁର୍ବୁର୍ତ୍ତ

କେଉଁଝର ୨୦/୨ : ବଡ଼ବିଲରେ ଚଟେଇ ହଟିଂ ଅଂଚଳରେ ଏକ ବୋଲରୋ ଗାଡ଼କୁ କେହି ଦୃର୍ବୃତ୍ତ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ଗାଡ଼ଟି ଚଟେଇ ହଟିଂ ଅଂଚଳର ଝରିନାଥ ମହନ୍ତଙ୍କର ବୋଲି ଜଣାପଡ଼ଛି । ଗାଡ଼ିର ଚକଗୁଡ଼କିର ପବନ ବାହାର କରିଦିଆଯିବା ସହ ବାମପଟ ପଛପାଖ କାଚକୁ ଭାଙ୍ଗି ପଟ୍ରୋଲ ଢ଼।ଳି କେହି ଦୃର୍ବୃତ୍ତ ନିଆଁ ଲଗାଇଥିବା ଅନୁମାନ କରାଯାଉଛି । ସବୁଦିନ ପରି ଗତକାଲି ରାତିରେ ମଧ୍ୟ ଓଆର 09 ଏମ୍ 7304 ନମ୍ବର ଥତ୍ବା ବୋଲରୋ ଗାଡ଼କୁ ନିଜ ଘର ବାହାରେ ଛିଡ଼। କରି ଶୋଇଥିଲେ ଝରିନାଥ । ରାତି ପ୍ରାୟ 1ଟା ବଳେ, କିଛି ଶବ୍ଦ ହେବାରୁ ସେ ବାହାରକୁ ଆସି ଦେଖିବା ବେଳକୁ ଗାଡ଼ଟି ଜଳୁଥିଲା । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପାଣି ଢ଼।ଳି ନିଆଁକୁ ଆୟତ୍ତ କରିଥିଲେ । ଏନେଇ ସେ ବଡ଼ବିଲ ଥାନାରେ ଅଭିଯୋଗ କରିଛନ୍ତି, କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଲା ସନେଇ ବଡ଼ବିଲ ପୋଲିସ ତଦନ୍ତ କରୁଛି ।

175 Views

   ସମ୍ବନ୍ଧିତ ଖବର