Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚମକ ହରାଉଛି ସୁନା : ପୁଣି କମିଲା ଦାମ୍, ୧୦ ହଜାର ଟଙ୍କା ହେଲାଣି ଶସ୍ତା
  • ||
  • ଗଜପତି : ଘାରିଲା କରୋନା ଭୟ, ଆଜିଠୁ ଗଜପତି ଜିଲ୍ଲାର ସବୁ ସୀମା ସିଲ୍
  • ||
  • ନୀଳଗିରି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଚାନ୍ଦବାଲି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଜଳେଶ୍ବର : ଓଭରବ୍ରିଜ୍ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟିଲା ବୋଲେରୋ, ୬ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୪୧ ପଜିଟିଭ୍ ଚିହ୍ନଟ
  • ||
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

ଚିପ୍‌ସ ବୋଝେଇ ଟ୍ରକ ଜାଳିଦେଲେ ଦୁର୍ବୃତ୍ତ

20/05/2018 at 7:04 AM

ଚିପ୍‌ସ ବୋଝେଇ ଟ୍ରକ ଜାଳିଦେଲେ ଦୁର୍ବୃତ୍ତ । ବଂନ୍ଧୁଗାଁ ଥାନା ଟିକରପଡାର ଘଟଣା । ବିଳମ୍ବିତ ରାତିରେ ୧୦ ଜଣ ଦୁର୍ବୁତ୍ ଗାଡି ଅଟକାଇ ଡ୍ରାଇଭରକୁ ମାଡ ମାରିବା ସହ ,ଗାଡିରେ ନିଆଁ ଲଗାଇ ଦେଇଥିଲେ । ଟ୍ରକଟି ଆନ୍ଧ୍ରପ୍ରଦେଶର ବୋଲି ଜଣାପଡିଛି । ଗାଡି ନଂ ହେଉଛି- AP 04 w 0075 । ପାର୍ବତିପୁରରୁ ବଂନ୍ଧୁଗାଁ ଟିକରପଡା ଗାଁକୁ ଆସୁଥିଲା ଟ୍ରକ୍ । ତେବେ ଦୁର୍ବୃତ୍ତମାନେ କାହିଁକି ଟ୍ରକକୁ ପୋଡିଛନ୍ତି ତାହା ଜଣାପଡିନାହିଁ । ଘଟଣା ସ୍ଥଳରେ ପୋଲି ପହଞ୍ଚି ତଦନ୍ତ ଆରମ୍ଭ ।

Leave a Reply

   Related Posts