ଯୁବକଙ୍କ ବେକ କାଟି ଚେନ୍ ଛଡ଼ାଇ ନେବାକୁ ଉଦ୍ୟମ, କାବୁକଲେ ସ୍ଥାନୀୟ ଲୋକେ

Published By : Prameya-News7 Bureau | November 10, 2021 IST

ବ୍ରହ୍ମଗିରି ୧୦।୧୧: ବ୍ରହ୍ମଗିରି ପୁରୀ ସାତପଡ଼ା ଜାତୀୟ ପଥ କାଠୁଆ ଆରେଡି ଛକରେ ଅଭାବନୀୟ ଘଟଣା । ଜଣେ ଯୁବକଙ୍କ ବେକ କାଟି ଚେନ୍ ଛଡ଼ାଇ ନେବା ବେଳେ କାବୁ କଲେ ସ୍ଥାନୀୟ ଲୋକେ । ଗୁରୁତର ଯୁବକ ଜଣଙ୍କ କାଠୁଆ ଆରେଡୀ ଗାଁର କେଦାର ଲେଙ୍କା ବୋଲି ଜଣାପଡ଼ିଛି। ଦୁର୍ବୃତ୍ତ ଯୁବକଙ୍କୁ ପୋଲିସ ଜିମା ଦେଲେ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.