ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ ; ବୋମାମାଡ କରି ଦୁର୍ବୃତ୍ତ ଫେରାର
5/02/2019 at 8:54 AM

ଚାନ୍ଦବାଲି ୫|୧: ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ମାତୋ ବଜାରର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ୮ଟି ବୋମା ମାଡ କରି ଏଟିଏମ ଲୁଟ୍ ଉଦ୍ୟମ କରିଥିଲେ। ହେଲେ ବୋମାମାଡ ଯୋଗୁଁ ସ୍ଥାନୀୟ ଲୋକେ ଘେରିଯିବାରୁ ଲୁଟେରାମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଫଳରେ ଏଟିଏମ୍ ରୁ ଲୁଟ୍ କରିପାରିନଥିଲେ ଲୁଟେରା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
ଚଳନ୍ତା କାର୍ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
26 January 2021