Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

କ୍ୟାସିୟରଙ୍କ ସାହସ ଯୋଗୁଁ ଦୁର୍ବୃତ୍ତଙ୍କ ୫ଲକ୍ଷ ଟଙ୍କା ଲୁଟ ଉଦ୍ୟମ ପଣ୍ଡ

19/11/2019 at 7:07 PM

ନବରଙ୍ଗପୁର ୧୯/୧୧: ତୁମ୍ବରଲା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କେସିଅରଙ୍କଠାରୁ ୫ଲକ୍ଷ ଟଙ୍କାର ଲୁଟ ଉଦ୍ୟମ ପଣ୍ଡ ହୋଇଛି।

 ନବରଙ୍ଗପୁର ଏସବିଆଇ ବ୍ୟାଙ୍କରୁ ଟଙ୍କା ଉଠାଇ ନେବା ସମୟରେ ସହରର ମଧ୍ୟ ଭାଗରେ ଟଙ୍କାଭରା ବ୍ୟାଗଟିକୁ କଳା ପଲସର ଗାଡ଼ିରେ ଦୁଇ ଜଣ ଦୁର୍ବୃତ୍ତ ଆସି ଝାମ୍ପି ନେବାକୁ ଚେଷ୍ଟା କରିଥିଲେ କିନ୍ତୁ କେସିଅର ସନ୍ତୋଷ ମହନ୍ତଙ୍କ ସାହସ କାରଣରୁ ଟଙ୍କା ନେବାରେ ସଫଳ ହୋଇପାରିନଥିଲେ ଦୁର୍ବୃତ୍ତ ।

   Related Posts