ମହିଳା ସରପଞ୍ଚଙ୍କୁ ସୁକିନ୍ଦା ବ୍ଲକ ଅଫିସରେ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ
31/08/2018 at 1:01 PM

ମହିଳା ସରପଞ୍ଚଙ୍କୁ ସୁକିନ୍ଦା ବ୍ଲକ ଅଫିସରେ ଦୁର୍ବ୍ୟବହାର ଅଭିଯୋଗ । ଦୁର୍ବ୍ୟବହାରକାରୀ ଜଣକ ଜଣେ ସ୍ଥାନୀୟ ବିଜେଡି ନେତାଙ୍କ ସାନଭାଇ । ମହିଳା ସରପଞ୍ଚ ଏନେଇ ପୋଲିସର ଦ୍ବାରସ୍ଥ ହୋଇଥିବା ବେଳେ, ଘଟଣାଟି ସୁକିନ୍ଦା ରାଜନୀତିକୁ ଉଷ୍ମକରିଛି ।