Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହିଳା ସରପଞ୍ଚଙ୍କୁ ସୁକିନ୍ଦା ବ୍ଲକ ଅଫିସରେ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ

31/08/2018 at 1:01 PM

ମହିଳା ସରପଞ୍ଚଙ୍କୁ ସୁକିନ୍ଦା ବ୍ଲକ ଅଫିସରେ ଦୁର୍ବ୍ୟବହାର ଅଭିଯୋଗ । ଦୁର୍ବ୍ୟବହାରକାରୀ ଜଣକ ଜଣେ ସ୍ଥାନୀୟ ବିଜେଡି ନେତାଙ୍କ ସାନଭାଇ । ମହିଳା ସରପଞ୍ଚ ଏନେଇ ପୋଲିସର ଦ୍ବାରସ୍ଥ ହୋଇଥିବା ବେଳେ, ଘଟଣାଟି ସୁକିନ୍ଦା ରାଜନୀତିକୁ ଉଷ୍ମକରିଛି ।

   Related Posts