Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ନାବାଳିକାଙ୍କୁ ସଂପର୍କୀୟ ମାମୁଁଙ୍କ ଅସଦାଚରଣ ଅଭିଯୋଗ, ୧୧ଦିନ ପରେ ବି ଚୁପ୍ ବସିଛି ପୋଲିସ

1/05/2021 at 12:50 PM

ସାଲେପୁର ୧।୫: ନାବାଳିକାଙ୍କୁ ସଂପର୍କୀୟ ମାମୁଁ ଅସଦାଚରଣ କରିଥିବା ଅଭିଯୋଗ । କଟକ ଜିଲ୍ଲା ସାଲେପୁର ବ୍ଲକ୍ ତଥା ଜଗତପୁର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତାଙ୍କ ସଂପର୍କୀୟ ମାମୁଁ ଅସଦାଚରଣ କରିଥିବା ନାବାଳିକାର ପରିବାର ପକ୍ଷରୁ ଗତ ୨୦ ତାରିଖରୁ ଜଗତପୁର ଥାନାରେ ଅଭିଯୋଗ ହୋଇଥିଲା । ତେବେ ଆଜି ପର୍ଯ୍ୟନ୍ତ ପୋଲିସ କେବଳ କେଶ ରୁଜ କରି ଚୁପ୍ ହୋଇ ବସିଥିବା ପରିବାର ଓ ନାବାଳିକାଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।

ଅନ୍ୟପଟେ ପୀଡିତା ନାବାଳିକା ହୋଇଥିବା ବେଳେ ପୋଲିସ ଅଭିଯୁକ୍ତ ବିରୋଧରେ ନାବାଳିକା ନିରୋଧ ଆଇନ ଅନୁଯାୟୀ ଦଫା ଲଗାଇନଥିବା ପୀଡିତାର ବଡ଼ ଭଉଣୀ ଗୁରୁତର ଅଭିଯୋଗ ଆଣିଛନ୍ତି । ପୋଲସର ଏଭଳି କୋହଳ ମନୋଭାବକୁ ଘୋର ନିନ୍ଦା କରିଛନ୍ତି ସ୍ବେଚ୍ଛାସେବୀ କର୍ମୀ . ଅଭିଯୁକ୍ତ ମାମୁଁକୁ ଯଦି ପୋଲିସ ଗିରଫ ନକରେ ତେବେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତବନୀ ଦେଇଛନ୍ତି ।

   Related Posts