ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁରଙ୍କ ନାଁରେ ଅସଦାଚରଣ ଅଭିଯେ।ଗ

Published By : Prameya-News7 Bureau | September 05, 2018 IST

କନ୍ଧମାଳ ୦୪/୦୯ : ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁରଙ୍କ ନାଁରେ ସଙ୍ଗୀନ୍ ଅଭିଯେ।ଗ । ଅସଦାଚରଣ ଅଭିଯେ।ଗ ଆଣିଲେ କନ୍ଧମାଳ ଜିଲ୍ଲା ଗଉହପଡା ଅଞ୍ଚଳର ଜଣେ ଯୁବତୀ । ସେ।ମବାର ବିଳମ୍ବିତ ରାତିରେ ଦେବେନ୍ଦ୍ର କହଁର ଏବଂ ତାଙ୍କ ଡ୍ରାଇଭର ରିଙ୍କୁ ସାହୁ ସଂପୃକ୍ତ ଯୁବତୀଙ୍କ ଘରେ ପଶି ତାଙ୍କୁ ଅସଦାଚରଣ କରିବା ସହ ନିସ୍ତୁକ ମାଡ ମାରିଥିବା ଅଭିଯେ।ଗ ହେ।ଇଛି । ଏମିତିକି ଥାନାକୁ ଗଲେ ଜୀବନରୁ ମାରିଦେବାକୁ ଧମକ୍ ଦେଇଥିବା କହିଛନ୍ତି ପୀଡିତା । ମାଡରେ ଯୁବତୀ ଜଣକ ଗୁରୁତର ଆହତ ହେ।ଇଥିବା ବେଳେ ଏନେଇ ସଦର ଥାନାରେ ଲିଖିତ ଅଭିଯେ।ଗ କରିଛନ୍ତି । ତେବେ ଦେବେନ୍ଦ୍ର କଅଁରଙ୍କ ସହିତ ତାଙ୍କର କଣ ସମ୍ପର୍କ ଥିଲା । କଣ ପାଇଁ ସେ ଯୁବତୀଙ୍କୁ ମାଡ ମାରିଛନ୍ତି ତାହା ଅସ୍ପଷ୍ଟ ରହିଛି । ଅନ୍ୟପଟେ ପୂର୍ବତନ ବିଧାୟକଙ୍କ ବିରୋଧରେ 451-294-328-354-506 ଓ 34 ଧାରାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପେ।ଲିସ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.