ସେବାଶ୍ରମରେ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

Published By : Prameya-News7 Bureau | November 16, 2019 IST

ଯୋଡ଼ା : ଯୋଡାରେ ଥିବା ଏକ ସେବାଶ୍ରମରେ ଛାତ୍ରୀମାନଙ୍କୁ ଏହାର ପ୍ରଧାନଶିକ୍ଷକ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି । ୧୦ରୁ ଅଧିକ ଛାତ୍ରୀ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ।

ବାମେବାରୀ ଥାନାରେ ଏ ନେଇ ଅଭିଯୋଗ ହୋଇଛି । ଏହାପରେ ପୁଲିସ ସମ୍ପୃକ୍ତ ସେବାଶ୍ରମ ପ୍ରଧାନଶିକ୍ଷକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ବାରମ୍ବାର ଛାତ୍ରୀମାନଙ୍କର ଶୋଷଣ କରାଯାଉଥିବା ଥାନାରେ ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.